1999 ମହାବାତ୍ୟା ର ରୂପ ନେଲା ଆଂଫନ| କଣ ରହିବ ଏହାର ପ୍ରଭାବ ?
ଭାରତୀୟ ପାଣିପାଗ ବିଶେଷଜ୍ଞ ଙ୍କ ଅନୁସାରେ "ଆଂଫନ" ବାତ୍ୟା ଏକ ମହାବାତ୍ୟା ର ରୂପ ନେଇଛି | ଯାହା ଦ୍ୱାରା ଓଡିଶା ଉପକୂଳ ରେ ଏହାର ତୀବ୍ରତା ଅଧିକ ରହିବ ଏବଂ କ୍ରମଶଃ ପଶ୍ଚିମ ବଙ୍ଗ ଆଡକୁ ଗତି କରିବା | ଲାଣ୍ଡ ଫଲ ସମୟ ରେ 20 ତାରିଖ ଦିନ ପବନ ର ଗତି 180 ରୁ 220 ଘଂଟାପ୍ରତି ବେଗ ରହିବ| ଓଡିଶା ର 12 ଟି ଉପକୂଳବର୍ତ୍ତୀ ଜିଲ୍ଲା: ଗଞ୍ଜାମ, ଗଜପତି, ପୁରୀ, ଜଗତ୍ସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲାସୋର, ମୟୂରଭଞ୍ଜ, ଯାଜପୁର, କଟକ, ଖୋରଧା ଏବଂ ନୟାଗଡ଼ରେ ଏହି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଉଛି। ଓଡିଶା ରେ ପାଖ ପାଖି 7 ଲକ୍ଷ ଲୋକ ଏଥିରେ ପ୍ରଭାବିତ ହେବାର ସମ୍ଭାବନା ଅଛି |
Comments
Post a Comment