ଘଣ୍ଟାକୁ ଆୟ 138 କୋଟି | ବିଶ୍ୱ ର ସବୁଠୁ ଧନୀ ବ୍ୟକ୍ତି
ବ୍ଲୁମବର୍ଗ ଅନୁଯାୟୀ ଟେସଲା ସିଇଓ ଏଲୋନ୍ ମସ୍କ, ଆମଜନ ସିଇଓ ଜେଫ୍ ବେଜୋସଙ୍କୁ ଅତିକ୍ରମ କରି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି । ସେ ପ୍ରତି ଘଣ୍ଟାରେ ହାରାହାରି 18.83 ମିଲିୟନ ଡ଼ଲାର୍ (138 କୋଟି) ଲାଭକରନ୍ତି | ବ୍ଲୁମବର୍ଗ ଅନୁଯାୟୀ ଦକ୍ଷିଣ ଆଫ୍ରିକାରେ ଜନ୍ମିତ ଇଞ୍ଜିନିୟରଙ୍କ ମୂଲ୍ୟ ବର୍ତ୍ତମାନ 195 ବିଲିୟନ ଡଲାର ଅଟେ, ଯାହା ଜେଫ ବେଜୋସଙ୍କ ଠାରୁ 10 ବିଲିୟନ ଡଲାର ଅଧିକ।
Comments
Post a Comment